Header Ads Widget

HOT

6/recent/ticker-posts

Don't search Google for these 5 things: Accounts will be empty

 


ଗୁଗଲ୍ ଆଜିକା ସମୟରେ ଆମ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। କିଛି ବି ତଥ୍ୟ ହେଉ ବା ସୂଚନା ହେଉ ଜାଣିବାକୁ ଆମେ ଗୁଗଲ୍ ସର୍ଚ୍ଚ ଇଞ୍ଜିନ ଉପରେ ନିର୍ଭର କରିଥାଉ। କିଛି ଜାଣିବାକୁ ହେଲେ ମନକୁ ପ୍ରଥମେ ଗୁଗଲ୍ ହିଁ ଆସିଥାଏ।

 କିନ୍ତୁ ବେଳେବେଳେ ଆମେ ଗୁଗଲ ସର୍ଚ୍ଚ ଜରିଆରେ ଏମିତି କିଛି ସର୍ଚ୍ଚ କରିଦେଉ ଯେଉଁଥିପାଇଁ ଆମର କ୍ଷତି ହୋଇଥାଏ। ଜାଣନ୍ତୁ ଏମିତି କିଛି ବିଷୟ ସମ୍ପର୍କରେ ଯାହାକୁ ଆପଣ ଭୁଲରେ ବି ଗୁଗଲରେ ସର୍ଚ୍ଚ କରିବା ଉଚିତ ନୁହେଁ। 

ଏମିତି ୫ଟି ଜିନିଷ ଯାହା ସମ୍ପର୍କରେ ଆପଣ ସତର୍କ ହେବା ଆବଶ୍ୟକ।


୧. କଷ୍ଟମର୍ କେୟାର୍ ନମ୍ବର – ଗୁଗଲ୍ ସର୍ଚ୍ଚକୁ ଯାଇ କେବେ ବି କଷ୍ଟମର କେୟାର ନମ୍ବର ସର୍ଚ୍ଚ କରିବେନି।

 କୌଣସି କମ୍ପାନୀର କଷ୍ଟମର୍ କେୟାର୍ ନମ୍ବର୍ ଗୁଗଲରେ ସର୍ଚ୍ଚ କରିବା ଉଚିତ ନୁହେଁ। ସାଇବର ଅପରାଧୀ ଲୋକଙ୍କ ଏହି ଅଭ୍ୟାସର ଫାଇଦା ଉଠାଇବାକୁ ଚେଷ୍ଟା କରିଥାନ୍ତି। 

ସାଇବର ଅପରାଧୀ ନକଲି କମ୍ପାନୀ ତିଆରି କରି କଷ୍ଟମର କେୟାର ନମ୍ବର ବ୍ୟବହାର କରି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିଥାନ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନେଇ ଆପଣଙ୍କୁ ଚୁନା ଲଗାଇପାରନ୍ତି।



୨. ବ୍ୟାଙ୍କ ୱେବସାଇଟ୍ – ଆଜିକାଲି ଅନଲାଇନ ବ୍ୟାଙ୍କିଙ୍ଗ ସିଷ୍ଟମ ଚାଲିଛି। ଏଥିପାଇଁ ଲୋକେ ସାଧାରଣତଃ ଗୁଗଲର ସାହାରା ନେଇଥାନ୍ତି। 

ଯଦି ଆପଣ ଗୁଗଲ ସର୍ଚ୍ଚକୁ ଯାଇ ବ୍ୟାଙ୍କ ୱେବସାଇଟ ସର୍ଚ୍ଚ କରୁଛନ୍ତି ତାହେଲେ ସତର୍କ ହୋଇଯାଆନ୍ତୁ। ଏହା କୌଣସି ବିପଦ ଠାରୁ କମ୍ ନୁହେଁ।

 ସାଇବର ଅପରାଧୀ ବ୍ୟାଙ୍କର ନକଲି ୱେବସାଇଟ ତିଆରି କରି ବ୍ୟାଙ୍କର ଅଫିସିଆଲ ୱେବସାଇଟ ଭଳି URL ମଧ୍ୟ ରଖିଥାନ୍ତି।

 ଯାହାଫଳରେ ୟୁଜର୍ସ ଦ୍ବନ୍ଦ୍ବରେ ପଡି ହ୍ୟାକର୍ସଙ୍କ ଜାଲରେ ଫସି ଯାଆନ୍ତି ଓ ନିଜର କ୍ଷତି କରିଥାନ୍ତି।

 ଅନଲାଇନ ବ୍ୟାଙ୍କିଙ୍ଗ ପାଇଁ ବ୍ୟାଙ୍କ ୱେବସାଇଟର URL ଟାଇପ୍ କରନ୍ତୁ।



୩. ଆପ୍, ଫାଇଲ୍ ଓ ସଫ୍ଟୱେୟାର୍ – ଯଦି ଆପଣ ନିଜ ଫୋନରେ କୌଣସି ଆପ କିମ୍ବା ସଫ୍ଟୱେୟାର୍ ଚାହୁଁଛନ୍ତି ତାହେଲେ ସବୁବେଳେ ପ୍ଲେଷ୍ଟୋରରୁ ହିଁ ଡାଉନଲୋଡ୍ କରନ୍ତୁ।

 ଅଧିକାଂଶ ଲୋକ ପ୍ଲେଷ୍ଟୋରରୁ ଆପ୍ ଡାଉନଲୋଡ୍ କରିଥାନ୍ତି ଯାହା ଗୁଗଲରୁ ମିଳିନଥାଏ। ଏହା ହାନିକାରକ ହୋଇପାରେ। କୌଣସି ଭୁଲ୍ ଲିଙ୍କ୍ ଓପନ୍ କଲେ କମ୍ପ୍ୟୁଟର୍ କିମ୍ବା ଲାପଟପରେ ଭାଇରସ୍ ଆସିପାରେ।

 ଏହି ଭାଇରସ୍ ଆପଣଙ୍କ ବ୍ୟକ୍ତିଗତ ଡାଟା ସଂଗ୍ରହ କରିବା ସହ ପିସିରେ ଥିବା ଫାଇଲକୁ ମଧ୍ୟ ପ୍ରଭାବିତ କରିପାରନ୍ତି।


୪. ନିବେଶ ଓ ଟଙ୍କା ରୋଜଗାର ତରିକା – ପ୍ରତ୍ୟେକ ବ୍ୟକ୍ତି ଭଲ ଲାଇଫଷ୍ଟାଇଲ ପାଇଁ ଟଙ୍କା ରୋଜଗାର କରିବାକୁ ଚାହେଁ।

 ଏଥିପାଇଁ ଲୋକେ ଗୁଗଲରେ ବିଭିନ୍ନ ତରିକା ସର୍ଚ୍ଚ କରନ୍ତି। 

ଗୁଗଲ ସର୍ଚ୍ଚରେ କେବେ ବି ଇନଭେଷ୍ଟମେଣ୍ଟ କିମ୍ବା ଟଙ୍କା ରୋଜଗାର ତରିକା ସର୍ଚ୍ଚ କରନ୍ତୁନି।

 ଏହିଭଳି ଲୋକଙ୍କୁ ସାଇବର ଅପରାଧୀ ସବୁବେଳେ ଟାର୍ଗେଟ୍ କରିଥାନ୍ତି। 

ଏଥିପାଇଁ ସେମାନେ ନକଲି କମ୍ପାନୀ ଓ ୱେବସାଇଟ ତିଆରି କରି ଲୋକଙ୍କୁ ନିଜ ଜଳରେ ଫସାଇଥାନ୍ତି।


୫. ମେଡିକାଲ ସମ୍ପର୍କୀୟ ସର୍ଚ୍ଚ – କିଛି ଲୋକେ ନିଜ ରୋଗର ଚିକିତ୍ସା ଓ ଔଷଧ ପାଇଁ ଗୁଗଲର ସାହାରା ନେଇଥାନ୍ତି।

 ଗୁଗଲରେ ଦର୍ଶାଯାଇଥିବା ଔଷଧ ଓ ଚିକିତ୍ସା ସବୁବେଳେ ଠିକ ହୋଇନଥାଏ।

 ଗୁଗଲ ସର୍ଚ୍ଚରେ କୌଣସି ରୋଗ ବା ଚିକିତ୍ସା ସମ୍ପର୍କରେ ସର୍ଚ୍ଚ ନ କରନ୍ତୁ। 

ଏହାଦ୍ୱାରା ଆପଣଙ୍କୁ ଭୁଲ ପରାମର୍ଶ ଦିଆଯାଇପାରେ ଏବଂ ଏହାର 

ସେବନ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ।




Google is an important part of our lives today. We rely on Google search engines to find out if there is any information or information. Google comes to mind first.

 But sometimes we do some Google searches that cause us harm. Learn about some of the things you shouldn't do on Google.

Here are 5 things you need to be aware of.


1. Customer Care Number - Never go to Google search and search for Customer Care Number.

 No company’s customer care number should be searched on Google. Cybercriminals try to take advantage of this practice.

Cybercriminals can create fake companies and collect people’s personal data using custom care numbers and lime you with bank account information.



2. Bank Website - Online banking system is in operation today. That's why people usually turn to Google for help.

Be careful if you go to Google search and search for a bank website. This is no less dangerous.

 Cybercriminals also create fake websites of the bank and put URLs like the official website of the bank.

 As a result, users become confused and fall prey to hackers.

 Type the URL of the bank website for online banking.


3. Apps, files, and software - If you want any app or software on your phone, always download it from Play Store.

 Most people download apps from PlayStore that are not available from Google. This can be detrimental. Opening any wrong link can cause a virus on your computer or laptop.

 The virus can collect your personal data and affect files on your PC.


୪. Investments and ways to earn money - Everyone wants to make money for a good lifestyle.

 That's why people search different ways on Google.

Never search on Google for investment or ways to earn money.

 Such people are always targeted by cybercriminals.

To do this, they create fake companies and websites to trap people.


5. Medical-related searches - Some people turn to Google for treatment and medicine for their ailments.

 The medications and treatments listed on Google are not always correct.

 Do not search for any diseases or treatments in Google search.

This can lead to wrong advice and its consequences

Consumption can be detrimental to your health.

Post a Comment

0 Comments