Header Ads Widget

HOT

6/recent/ticker-posts

BSE ODISHA CLASS 10TH EXAM TIME TABLE [2021]


ମେ ୩ ରୁ ମେ ୧୫ ମାଟ୍ରିକ ପରୀକ୍ଷା
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ।  ମେ’ ୩ ତରିଖରେ ମାତୃଭାଷା ଓଡିଆ, ୫ ରେ ଇଂରଜ, ୭ରେ ତୃତୀୟ ଭାଷା ହିନ୍ଦୀ ଏବଂ ୮ ରେ ସସ୍କୃତ ପରୀକ୍ଷା ହେବ। ମେ ୯ ତାରିଖରେ ଭର୍ଚୁଆଲ ଆକ୍ଟ ( ପ୍ରାକ୍ଟିକାଲ) ହେବ। ୧୦ରେ ଗଣିତ ପରୀକ୍ଷା, ମେ’ ୧୨ରେ ବିଜ୍ଞାନ ଓ ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ମିଳିବ ।

BSE ODISHA CLASS 10TH EXAM TIME TABLE [2021] TIME TABLE

Class 10th 2021 Bse odisha held in may 3 to may 15 here is all schedule 👇

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର । ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ ତାରିଖରୁ ୧୫ ତାରିଖ ଯାଏଁ ଚାଲିବ ପରୀକ୍ଷା । ପ୍ରଥମ ଦିନ ମେ ୩ରେ ହେବ ମାତୃଭାଷା ଓଡିଆ ପରୀକ୍ଷା । ସକାଳ ୮ରୁ ୧୦ଟା ଯାଏଁ ପରୀକ୍ଷା ଚାଲିବ ।

  • ମେ ୩ (ସୋମବାର) ଦିନ ପ୍ରଥମ ମାତୃଭାଷା ଓଡିଆ
  • ମେ ୫ (ବୁଧବାର) ୨ୟ ଭାଷା ଇଂରାଜୀ
  • ମେ ୭ (ଶୁକ୍ରବାର) ହିନ୍ଦୀ
  • ମେ ୮(ଶନିବାର) ସଂସ୍କୃତ 
  • ମେ ୫ (ବୁଧବାର) ୨ୟ ଭାଷା ଇଂରାଜୀ
  • ମେ ୭ (ଶୁକ୍ରବାର) ହିନ୍ଦୀ
  • ମେ ୮(ଶନିବାର) ସଂସ୍କୃତ 
  • ମେ ୧୦ (ସୋମବାର)ଗଣିତ ପରୀକ୍ଷା
  • ମେ ୧୨(ବୁଧବାର) ବିଜ୍ଞାନ
  • ମେ ୧୫ (ଶନିବାର) ସାମାଜିକ ବିଜ୍ଞାନ

ଚଳିତବର୍ଷ ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର ।

୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ୪୫ରୁ ୫୦ ଦିନ ମଧ୍ୟରେ ପ୍ରକାଶ ପାଇବ ପରୀକ୍ଷା ଫଳ । ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ମେ ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ ।



Big news for matriculation candidates. The results of this year's matriculation examination have been released. The exam will run from May 3 to 15. The first day will be on May 3, the mother tongue Oriya exam. The exam will run from 8 a.m. to 10 a.m.

BSE ODISHA CLASS 10TH EXAM TIME TABLE [2021] TIME TABLE

  1. The first mother tongue is Oriya on May 3 (Monday)
  2. May 5 (Wednesday) 2nd language English
  3. May 8 (Friday) Hindi
  4. May 6 (Saturday) Sanskrit
  5. May 5 (Wednesday) 2nd language English
  6. May 8 (Friday) Hindi
  7. May 8 (Saturday) Sanskrit
  8. May 10 (Monday) math test
  9. May 12 (Wednesday) Science
  10. May 15 (Saturday) Social Science


This year, matriculation students will take a total of 60 marks. Which will be an objective test of the OMR seat 50 marks. In addition, there will be 30 mark subjective questions. But the assessment will be 100 marks.


The remaining 20 marks will be given on average according to the marks held by the examinees out of 60 marks. The test results will be released in 45 to 50 days. The trial will begin on May 3 and end on May 15.



class 10th exam 2021 odisha schedule date
class 10th exam 2021 odisha schedule pdf
class 10th exam 2021 odisha schedule list
class 10th exam 2021 odisha schedule board

Post a Comment

0 Comments